ଭାରତ ଏ ଆଫଗାନିସ୍ତାନ ଏ ବିପକ୍ଷରେ 349 ରନ ର ବିଶାଳ ଟାର୍ଗେଟ

 

ଆଜି ଭାରତ ଏ ଏବଂ ଆଫଗାନିସ୍ତାନ ଏ ଖେଳ ହେଇଥିବା ପ୍ରଥମ ଇନିଂସ ସେ ଭାରତ ଏ 349 ରନ ବିଶାଳ ଟାର୍ଗେଟ ଦେଇଛି ଆଫଗାନିସ୍ତାନ କୁ | ଆଜି ବୈଭବ ସୂର୍ଯ୍ୟବଂଶୀ ପ୍ରଥେମେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ 22 ବଲ ରୁ ଧୂଆଁଧାର ବ୍ୟାଟିଂ କରି 44 ରନ କରିଥିଲେ ସେଥି ମଧ୍ୟରୁ 9 ଟି  ଚୌକା ମାରିଥିଲେ |

Post a Comment

Please do not enter any spam link in the comment box

Previous Post Next Post