ଚୀନ୍ ସ୍ମାର୍ଟଫୋନ୍ ବଜାରରେ Honor ନିଜର ନୂଆ ସ୍ମାର୍ଟଫୋନ୍ Honor X80 Pro Max କୁ ଲଞ୍ଚ କରିଛି। ଦମଦାର ବ୍ୟାଟେରୀ, ଶକ୍ତିଶାଳୀ ପ୍ରୋସେସର ଏବଂ ପ୍ରିମିୟମ୍ ଡିଜାଇନ୍ ସହିତ ଏହି ଫୋନ୍ ୟୁଜରମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି 11,000mAh ବ୍ୟାଟେରୀ ଏହି ଫୋନର ସବୁଠାରୁ ବଡ଼ ଆକର୍ଷଣ ହୋଇଛି।ଡିସପ୍ଲେ ଓ ଡିଜାଇନHonor X80 Pro Max ରେ 6.78ଇଞ୍ଚର1.5KLTPS AMOLED ଡିସପ୍ଲେ ଦିଆଯାଇଛି।
ଏହା120Hzରି ଫ୍ରେସ୍ରେଟ୍ ଓ 10,000ନିଟ୍ସପର୍ଯ୍ୟନ୍ତ ପିକ୍ବ୍ରାଇଟନେ ସ୍ସପୋର୍ଟ କରେ ଡିସପ୍ଲେ ର ସୁରକ୍ଷାପାଇଁ ଆଲୁମିନିୟମ୍ ସିଲିକେଟ୍ଗ୍ଲାସ୍ବ୍ୟବହାରକରାଯାଇଛି। ଏହାସହIP68, IP69 ଏବଂ IP69Kରେଟିଂଥିବାରୁଫୋନ୍ ପାଣି ଓ ଧୂଳିରୁସୁରକ୍ଷିତ ରହିବ।ପ୍ରୋସେସର ଓ ଷ୍ଟୋରେଜ୍ଫୋନଟି Qualcomm Snapdragon 6 Gen 5 ଚିପସେଟ୍ ଦ୍ୱାରା ପରିଚାଳିତ। ଏହା 12GB RAM ଓ 512GBପର୍ଯ୍ୟନ୍ତ ଷ୍ଟୋରେଜ୍ ସହ ଉପଲବ୍ଧ ହେବ। ଦୈନନ୍ଦିନ ବ୍ୟବହାର ସହିତ ଗେମିଂ ଓ ମଲ୍ଟିଟାସ୍କିଂ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ।କ୍ୟାମେରା ସେଟଅପ୍ଫଟୋଗ୍ରାଫି ପାଇଁ ଫୋନର ପଛପଟେ 50MP OISପ୍ରାଇମେରୀ କ୍ୟାମେରା ଏବଂ 8MP ସେକେଣ୍ଡାରୀ କ୍ୟାମେରାଦିଆଯାଇଛିସେଲଫି ଓ ଭିଡିଓ କଲିଂ ପାଇଁ 8MP ଫ୍ରଣ୍ଟ କ୍ୟାମେରା ମଧ୍ୟଉପଲବ୍ଧ ରହିଛି।
